ଉପକାର Upakāra

  • ସଂ. ବି (ଉପ=ଅନକୂଳ+କୃ ଧାତୁ=କରିବା+ଭାବ. ଅ) — — 1 । ସାହାଯ୍ୟ — 1 ସାହାଯ୍ୟ
  • ସଂ. ବି (ଉପ=ଅନକୂଳ+କୃ ଧାତୁ=କରିବା+ଭାବ. ଅ) — ଅନୁଗ୍ରହ; ଆନୁକୂଲ୍ୟ — Good office, benefir; advantage; good; favour; beneficence
  • ସଂ. ବି (ଉପ=ଅନକୂଳ+କୃ ଧାତୁ=କରିବା+ଭାବ. ଅ) — ଭଲ ଫଳ — Good effect or result
  • ସଂ. ବି (ଉପ=ଅନକୂଳ+କୃ ଧାତୁ=କରିବା+ଭାବ. ଅ) — ପ୍ରୟୋଜନ — Use
  • ସଂ. ବି (ଉପ=ଅନକୂଳ+କୃ ଧାତୁ=କରିବା+ଭାବ. ଅ) — ଉପକରଣ — Ingredients; materials