ଉପକରଣ Upakaraṇa
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — — 1 । ସାମଗ୍ରୀ; କୌଣସି ଅନୁଷ୍ଠାନର ଆନୁଷଙ୍ଗିକ ଦ୍ରବ୍ୟ; ଯେଉଁ ଯେଉଁ ଦ୍ରବ୍ୟମାନଙ୍କ ଦ୍ୱାରା କୌଣସି କାର୍ଯ୍ୟ ସମାଧା ହୁଏ — 1 ସାମଗ୍ରୀ; କୌଣସି ଅନୁଷ୍ଠାନର ଆନୁଷଙ୍ଗିକ ଦ୍ରବ୍ୟ; ଯେଉଁ ଯେଉଁ ଦ୍ରବ୍ୟମାନଙ୍କ ଦ୍ୱାରା କୌଣସି କାର୍ଯ୍ୟ ସମାଧା ହୁଏ
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — ରାଜାମାନଙ୍କର ଛତ୍ରଚାମରାଦି ଚିହ୍ନ
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — ଅନ୍ନାଦି ଖାଦ୍ୟ ସଙ୍ଗେ ପ୍ରୟୋଜନୀୟ ବସ୍ତୁ — Supplementary articles to the principal food (e.g. curry, salt, sauce etc)
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — ଖାଦ୍ୟ ପ୍ରସ୍ତୁତ କରିବାର ଦ୍ରବ୍ୟସମ୍ଭାର — Provisions; victuals
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — ଶାସ୍ତ୍ର ବା ଗ୍ରନ୍ଥର ଆନୁଷଙ୍ଗିକ ଗ୍ରନ୍ଥ — Supplementary treatise
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — କୌଣସି କାର୍ଯ୍ୟର ପ୍ରୟୋଜନୀୟ ଯନ୍ତ୍ରାଦି — Implements; apparatus; instruments
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — ଉପାୟ — Means
- ସଂ. ବି (ଉପ=ସାହାଯ୍ୟ+କୃ ଧାତୁ=କରିବା+କରଣ. ଅନ) — (+ଭାବ. ଅନ) ଉପକାର — Beneficence