ଉନ୍ମଥ Unmatha

  • ସଂ. ବି. (ଉତ୍+ମଥ ଧାତୁ=ବଧ କରିବା+ଭାବ. ଅ) — ବଧ; ହନନ; ମାରଣ — Killing
  • ସଂ. ବି. (ଉତ୍+ମଥ ଧାତୁ=ବଧ କରିବା+ଭାବ. ଅ) — ମନ୍ଥନ — Churning
  • ସଂ. ବି. (ଉତ୍+ମଥ ଧାତୁ=ବଧ କରିବା+ଭାବ. ଅ) — ମର୍ଦ୍ଦନ — Rubbing