ଉଧାର Udhāra

  • ଗ୍ରା. ବି. (ସଂ. ଉଦ୍ଧାର) — ଉଦ୍ଧାର; ମୁକ୍ତି — Release; deliverance
  • ଗ୍ରା. ବି. (ସଂ. ଉଦ୍ଧାର) — ବିନାସୁଧରେ ଆଣିଥିବା ଋଣ — Loan without interest
  • ଗ୍ରା. ବି. (ସଂ. ଉଦ୍ଧାର) — ଯେତେ ଗରଡ଼ ମୋ ସାହିର; ଗୋରସ ଆଣିଲି ଉଧାର। —ଭୂପତି, ପ୍ରେମପଞ୍ଚାମୃତ ।
  • ଗ୍ରା. ବି. (ସଂ. ଉଦ୍ଧାର) — ଉଧାର ମାଣକ ପାଞ୍ଚପାଆ। ପ୍ରବଚନ।
  • ଗ୍ରା. ବି. (ସଂ. ଉଦ୍ଧାର) — ବିନା ଭଡ଼ାରେ ଆଣିବା ବସ୍ତୁ — Loan of things without any charge for use