ଉଦ Uda

  • ସଂ. ବି. (ଉନ୍ଦ୍ ଧାତୁ=ଓଦା କରିବା+ଅ) — ଜଳ; ପାଣି
  • ସଂ. ବି. (ଉନ୍ଦ୍ ଧାତୁ=ଓଦା କରିବା+ଅ) — (ଯଥା—କ୍ଷୀରୋଦ) — Water
  • ସଂ. ବି. (ଉନ୍ଦ୍ ଧାତୁ=ଓଦା କରିବା+ଅ) — (ଯଥା—କ୍ଷୀରୋଦ)