ଉଦୟ Udaya
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ଆବିର୍ଭାବ; ପ୍ରଥମ ପ୍ରକାଶ; ଉଇଁବା — Rising into view; appearing; first appearance or dawning
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ଆରମ୍ଭ; ଉତ୍ପତ୍ତି — Beginning
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ନାଶ ହୋଇଣ ଶ୍ରେୟ ହୋଇବ ଉଦୟ। —କୃଷ୍ଣସିଂହ ମହାଭାରତ, ବନ
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ସୁଖ; ସୌଭାଗ୍ୟ; ଉତ୍ଥାନ; ସମୃଦ୍ଧି — Prosperity; good fortune
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ଉତ୍କର୍ଷ — Excellenence; Proficiency
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ବୃଦ୍ଧି — Increase
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ଲାଭ — Attainment
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ଫଳ — Result; end
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — (+ଅପାଦାନ. ଅ) ଉଦୟାଚଳ(ପୂର୍ବଦିଗନ୍ତ ପର୍ବତ ଯହିଁରୁ ସୂର୍ଯ୍ୟଙ୍କର ଉଦୟ ହୁଏ) — The eastern mountain on the horizon (from which the sun was supposed to rise every morning.)
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ସୂର୍ଯ୍ୟୋଦୟ — The Sunrise
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ସୂର୍ଯ୍ୟୋଦୟ—ସମୟ — Time of sunrise
- ସଂ. ବି. (ଉତ୍=ଊର୍ଦ୍ଧ୍ୱ+ଇ ଧାତୁ=ଯିବା+ଭାବ. ଅ) — ଗ୍ରହ, ଜ୍ୟୋତିଷ୍କ, ସୂର୍ଯ୍ୟ, ଚନ୍ଦ୍ରାଦିର ପୂର୍ବଦିଗ୍ବଳୟରେ ଆବିର୍ଭାବ — Rising of the sun, the moon and the stars in the east