ଉଦ୍ଗମ Udgama
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ଉତ୍ଥାପନ; ଊର୍ଦ୍ଧ୍ୱଗମନ; ଉଠିବା — Ascending; ascent
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ଦର୍ଶନ; ଦେଖାଯିବା (ଯଥା—ପୁଷ୍ପୋଦ୍ଗମ)
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ଉତ୍ପତ୍ତି — Birth
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — (ଯଥା —ଦନ୍ତୋଦ୍ଗମ = teething).
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ଚଢ଼ିବା — Mounting upon a thing
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ଆବିର୍ଭାବ; ଉଦୟ — Rising; appearing
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ଉଦ୍ରିକ୍ତ ହେବା; ଟାଙ୍କୁରିବା (ଯଥା—ରୋମୋଦ୍ଗମ)
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ବାହାରକୁ ବାହାରିବା — Coming out
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ଜ୍ଞାନ — Knowledge
- ସଂ. ବି. (ଉଦ୍=ଉପରକୁ+ଗମ ଧାତୁ=ଯିବା+ଭାବ. ଅ) — ମନରେ ଉଦିତ ଭାବ — Idea