ଉଦେ Ude

  • ଗ୍ରା. ପଦ୍ୟ. ବି — ଉଦୟ (ଦେଖ) — Udaya (See)
  • ଗ୍ରା. ପଦ୍ୟ. ବି — ଆରମ୍ଭ; ଉତ୍ପତ୍ତି — Beginning origin
  • ଗ୍ରା. ପଦ୍ୟ. ବି — ଜଗତ ଉଦେ ସ୍ଥିତି ଲୟେ; ହୋଇ ଯେ ଅଛି ଗୁଣମୟେ। —ଜଗନ୍ନାଥ, ଭାଗବତ।
  • ଗ୍ରା. ପଦ୍ୟ. ବିଣ — ଉଦିତ (ଦେଖ) — Udita (See)
  • ଗ୍ରା. ପଦ୍ୟ. ବିଣ — ବୁଧଜନକ କି କଳଙ୍କହୀନେ ପୂର୍ଣ୍ଣ ସମ୍ପଦେ; ବୁଧଜନ୍ମ କରେ ପରତେ ନଭେ ଦିବସେ ଉଦେ —ଭଞ୍ଜ, ବୈଦେହୀଶବିଳାସ।
  • ଗ୍ରା. ପଦ୍ୟ. ବିଣ — ଚନ୍ଦ୍ର ଉଦେ ହେଲେ ଅକର୍ମଶିଳା ଯେ ଲେଶେହେଁ ଦ୍ରବୀଭୂତ ନୋହେ —ଦୀନକୃଷ୍ଣ, ଜଗମୋହନ।