ଉଦିତ Udita

  • ସଂ. ବିଣ. (ଉତ୍+ଇ ଧାତୁ=ଯିବା+କର୍ତ୍ତୃ. ତ) — ପୂର୍ବଦିଗ୍ବଳୟ ଉପରକୁ ଉଠିଥିବା — Risen above the eastern horizon
  • ସଂ. ବିଣ. (ଉତ୍+ଇ ଧାତୁ=ଯିବା+କର୍ତ୍ତୃ. ତ) — ଉଦ୍ଗତ; ଉତ୍ଥିତ — Risen up; ascended
  • ସଂ. ବିଣ. (ଉତ୍+ଇ ଧାତୁ=ଯିବା+କର୍ତ୍ତୃ. ତ) — ଆବିର୍ଭୂତ — Appeared; become meanifest
  • ସଂ. ବିଣ. (ଉତ୍+ଇ ଧାତୁ=ଯିବା+କର୍ତ୍ତୃ. ତ) — ଉତ୍ପନ୍ନ — Produced
  • ସଂ. ବିଣ. (ଉତ୍+ଇ ଧାତୁ=ଯିବା+କର୍ତ୍ତୃ. ତ) — ବିବୃଦ୍ଧ — Increased
  • ସଂ. ବିଣ. (ଉତ୍+ଇ ଧାତୁ=ଯିବା+କର୍ତ୍ତୃ. ତ) — ଉନ୍ନତ — Grown high; elevated
  • ସଂ. ବିଣ. (ଉତ୍+ଇ ଧାତୁ=ଯିବା+କର୍ତ୍ତୃ. ତ) — ଦୃଷ୍ଟିଗତ — Come into view
  • ଦେ. ବିଣ. (ବଦ୍ ଧାତୁ=କହିବା) — ଉକ୍ତ; କଥିତ
  • ଦେ. ବିଣ. (ବଦ୍ ଧାତୁ=କହିବା) — ତାହାଙ୍କର ନାମ ମୁଁ କରିବି ଉଦିତ। —କୃଷ୍ଣସିଂହ ମହାଭାରତ, ବନ।
  • ଗ୍ରା. ବିଣ. — (କଚିରିଆ ଭାଷା) ଉଦ୍ୟତ — Ready
  • ଗ୍ରା. ବିଣ. — (ଯଥା—ଆମ୍ଭେ ମକଦ୍ଦମା ଦାଏର୍ କରିବାକୁ ଉଦିତ ଅଛୁଁ।)
  • ଗ୍ରା. ବିଣ. — ଉପସ୍ଥିତ — Present