ଉଦା Udā

  • ଦେ. ବିଣ — ମାଗଣା — Gratis
  • ଦେ. ବିଣ — ଉଠିଆ (ଦେଖ) — Uṭhiā (See)
  • ଦେ. ବି — ବୁଆ ଧାନ ଗଛ
  • ଦେ. ବି — କେଉଁ ଗାଈ ନ ଦିଅଇ ଛନ୍ଦା ବନ୍ଧା। କେହୁ ବୋଲେ ମତ୍ତ ହେଲୁ ଚରି ଉଦା।