ଉଦାର Udāra

  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — — 1 । ମହତ୍ — 1 ମହତ୍
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ଦାତା; ବଦାନ୍ୟ — Generous; liberal; munificent
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ସରଳ; ଅକପଟ; ସ୍ୱଚ୍ଛ — Frank; sincere; transparent
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — କାଚ ଧାର ପ୍ରାୟେ ସ୍ୱଚ୍ଛ ଜଳ ଧାର, ଦେବ ମନ ପ୍ରାୟେ ଦିଶଇ ଉଦାର। —ରାଧାନାଥ, ନନ୍ଦିକେଶ୍ୱରୀ।
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ଗମ୍ଭୀର — Grave
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ଉତ୍ତମ — Good
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ହା ହା ଦଇବରେ ତୁହି ଏହା ମୋତେ କଲୁ, ଉଦାର ଭାଇକି ମୋର ଏଡ଼େ କଷ୍ଟ ଦେଲୁ। —ବଳରାମ ରାମାୟଣ, ଲଙ୍କା।
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ଉଦାସୀନ — Indifferent
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ବାରେ ନେତ୍ର ଢାଳି ଶୁଣ ଉଦାର ନୋହି । —ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବିଣ. (ଉତ୍=ଉଚ୍ଚ+ଆ=ସମ୍ୟକ୍+ଋ ଧାତୁ=ଗମନ କରିବା; ଦାନ କରିବା+କର୍ତ୍ତୃ. ଅ) — ଉତ୍କୃଷ୍ଟ — Excellent