ଉଦାରି Udāri

  • ଗ୍ରା. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଉଦାର) — ଉଦାସୀନ — Unconcerned with or indifferent to worldly affairs
  • ଗ୍ରା. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଉଦାର) — ଉଦାର (ଦେଖ) — Udāra (See)