ଉଦଗ୍ର Udagra

  • ସଂ. ବିଣ. (ବହୁବ୍ରୀହି ଉତ୍=ଊର୍ଦ୍ଧ୍ୱ+ଅଗ୍ର=ଶେଷଭାଗ) — ଉନ୍ନତ; ବଡ଼ — High; lofty; exalted
  • ସଂ. ବିଣ. (ବହୁବ୍ରୀହି ଉତ୍=ଊର୍ଦ୍ଧ୍ୱ+ଅଗ୍ର=ଶେଷଭାଗ) — ଉଦ୍ଧତ — Arrogant
  • ସଂ. ବିଣ. (ବହୁବ୍ରୀହି ଉତ୍=ଊର୍ଦ୍ଧ୍ୱ+ଅଗ୍ର=ଶେଷଭାଗ) — ଉତ୍କଟ; ତୀବ୍ର — Virulent
  • ସଂ. ବିଣ. (ବହୁବ୍ରୀହି ଉତ୍=ଊର୍ଦ୍ଧ୍ୱ+ଅଗ୍ର=ଶେଷଭାଗ) — ବେମରାମତ — Unrepaired
  • ସଂ. ବିଣ. (ବହୁବ୍ରୀହି ଉତ୍=ଊର୍ଦ୍ଧ୍ୱ+ଅଗ୍ର=ଶେଷଭାଗ) — ବୃହତ୍ — Big
  • ସଂ. ବିଣ. (ବହୁବ୍ରୀହି ଉତ୍=ଊର୍ଦ୍ଧ୍ୱ+ଅଗ୍ର=ଶେଷଭାଗ) — ଉଚ୍ଚ; ମହତ୍ — Great
  • ସଂ. ବିଣ. (ବହୁବ୍ରୀହି ଉତ୍=ଊର୍ଦ୍ଧ୍ୱ+ଅଗ୍ର=ଶେଷଭାଗ) — ଦୀର୍ଘ — Long