ଉଦକ୍ Udak

  • ସଂ. ଅ. (ଉଦଚ୍ ଶବ୍ଦର ଅନ୍ୟ ରୂପ) — ଉତ୍ତରଦିଗସ୍ଥ — Northern
  • ସଂ. ଅ. (ଉଦଚ୍ ଶବ୍ଦର ଅନ୍ୟ ରୂପ) — ଭବିଷ୍ୟତ୍; ଉତ୍ତରକାଳର — Of subsequent time; future
  • ସଂ. ଅ. (ଉଦଚ୍ ଶବ୍ଦର ଅନ୍ୟ ରୂପ) — ଉତ୍ତରାଭିମୁଖ — Facing the north; with face towards the north; turning northwards
  • ସଂ. ବି. — ଉତ୍ତର ଦିଗ — The north
  • ସଂ. ବି. — ଉତ୍ତର ଦେଶ — Northern country
  • ସଂ. ବି. — ଉତ୍ତର କାଳ — Future
  • ସଂ. ବି. — କ୍ରି. ବିଣ—
  • ସଂ. ବି. — ଉତ୍ତରାଭିମୁଖରେ