ଉଥୁରା Uthurā

  • ଦେ. ବି. (ସଂ. ଉତ୍ଥାନ) — ଚିତ୍ହୋଇ ଶୋଇଥିବା ଅବସ୍ଥାରେ ସ୍ୱପ୍ନରେ ବେଳେ ବେଳେ ମନୁଷ୍ୟକୁ ମାଡ଼ିବସିଲାପରି ଜଣାଯିବା ମୂର୍ତ୍ତିବିଶେଷ
  • ଦେ. ବି. (ସଂ. ଉତ୍ଥାନ) — (ଯଥା—ମୋତେ ଉଥୁରା ମାଡ଼ିବସିଥିଲା) — Nightmare
  • ଦେ. ବି. (ସଂ. ଉତ୍ଥାନ) — (ଯଥା—ମୋତେ ଉଥୁରା ମାଡ଼ିବସିଥିଲା)