ଉତ୍ସବ Utsaba

  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ଆନନ୍ଦଜନକ ବ୍ୟାପାର — Pleasant ceremony; festival
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ବୟସ ଗଲାନି ସରି ଯୁଝି ଯୁଝିଲାର ପରି ଏ ସଙ୍ଗେ ବିରୋଧ କରିବାର ଉତ୍ସବ। —ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ମଉଜ; ଆନନ୍ଦ — Pleasure; rejoicing
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — କହେ ଏ କାଳ ଉତ୍ସବ ତ୍ରିଭୁବନେ ସାର। —ଭଞ୍ଜ, ପ୍ରେମସୁଧାନିଧି।
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ଉତ୍ସେକ — Sprinkling
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ଅମର୍ଷ ବା କୋପ — Anger; wrath
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — କାର୍ଯ୍ୟରୁ ଅବସର ଦିବସ; ଛୁଟି ଦିନ — Holiday
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ଇଚ୍ଛାର ପ୍ରସର — Flight of thought
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ଆନନ୍ଦାବସର — Pleasant time
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ଭୋଜୀ — Feast
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ଉଦ୍ଗତି; ଉଦ୍ଗଗମନ — Resing up
  • ସଂ. ବି (ଉତ୍+ସୂ ଧାତୁ=ଜନ୍ମ କରିବା+କର୍ତ୍ତୃ. ଅ) — ବହୁଲୋକଙ୍କର ଆନନ୍ଦଜନକ ମିଳନ — A joyous meeting of many persons