ଉତ୍ପଥ Utpatha

  • ସଂ. ବି (ଉତ୍=ଠାରୁ+ପଥିନ୍+ଅ) — ବିପଥ; ଅବାଟ — Wrong way
  • ସଂ. ବି (ଉତ୍=ଠାରୁ+ପଥିନ୍+ଅ) — ଅସତ୍ପଥ; କୁପଥ — Evil ways
  • ସଂ. ବି (ଉତ୍=ଠାରୁ+ପଥିନ୍+ଅ) — ମନ୍ଦକାର୍ଯ୍ୟ — Evil conduct
  • ସଂ. ବି (ଉତ୍=ଠାରୁ+ପଥିନ୍+ଅ) — ଭ୍ରମ — Error