ଉତ୍କର Utkara

  • ସଂ. ବି. (ଉତ୍=ଊର୍ଦ୍ଧ୍ୱକୁ+କୃ=କରିବା+କର୍ମ. ଅ) — ରାଶି; ସମୂହ; ପୁଞ୍ଜ; ଗଦା; କୁଢ଼ — Heap; pile; stock
  • ସଂ. ବି. (ଉତ୍=ଊର୍ଦ୍ଧ୍ୱକୁ+କୃ=କରିବା+କର୍ମ. ଅ) — (ଉତ୍+କୃ ଧାତୁ=ବିକ୍ଷେପ କରିବା+ଭାବ. ଅ) ଶସ୍ୟାଦିରୁ କୁଲାଦ୍ୱାରା ଅଗାଡ଼ି ପାଛୁଡ଼ିବା କ୍ରିୟା; ପ୍ରକ୍ଷେପ ବିକ୍ଷେପ — Separation of chaff from grain by winnowing
  • ସଂ. ବି. (ଉତ୍=ଊର୍ଦ୍ଧ୍ୱକୁ+କୃ=କରିବା+କର୍ମ. ଅ) — 3 . ପ୍ରସାରଣ — 3. ପ୍ରସାରଣ—-3. Spreading