ଉତଳା Utaḻā

  • ଦେ. ବିଣ. (ସଂ. ଉତ୍ତାଳ ଓ ଉତ୍ତଳିତ) — ବ୍ୟଗ୍ର; ଉତ୍କଣ୍ଠିତ — Anxious; eager
  • ଦେ. ବିଣ. (ସଂ. ଉତ୍ତାଳ ଓ ଉତ୍ତଳିତ) — ଅଧୀର — Impatient
  • ଦେ. ବିଣ. (ସଂ. ଉତ୍ତାଳ ଓ ଉତ୍ତଳିତ) — ଅସ୍ଥିର — Restless
  • ଦେ. ବିଣ. (ସଂ. ଉତ୍ତାଳ ଓ ଉତ୍ତଳିତ) — ଯେ ଚଞ୍ଚଳ ହୁଏ — Hasty