ଉତରା Utarā

  • ଦେ. ବି — ଉତୁରିବା କ୍ରିୟା — Bubbling up
  • ଦେ. ବି — ଅନୁବାଦ କର୍ମ — Translation
  • ଦେ. ବିଣ. — ଉତୁରୁଥିବା — Bubbling up
  • ଦେ. ବିଣ. — ଅନୁବାଦିତ — Translated
  • ଦେ. ବିଣ. — ଉଦ୍ଧୃତ — Quoted
  • ଗ୍ରା. ବିଣ. — ଉତ୍ତରଦିଗ ସମ୍ବଦ୍ଧୀୟ — Northern
  • ଗ୍ରା. ବିଣ. — (ଯଥା —ଉତରାପବନ।)