ଉଠା Uṭhā
- ଦେ. ବି. (ସଂ. ଉଥାନ) — ଉଠିବା — Rising
- ଦେ. ବି. (ସଂ. ଉଥାନ) — ଉପରକୁ ବା ଉଚ୍ଚକୁ ଗତି କରିବା — Moving upwards
- ଦେ. ବି. (ସଂ. ଉଥାନ) — ଠିଆହେବା — Standing up
- ଦେ. ବି. (ସଂ. ଉଥାନ) — (ସୂର୍ଯ୍ୟାଦିଙ୍କ) ଉଦୟ ହେବା — Rising up (of the sun, moon etc)
- ଦେ. ବି. (ସଂ. ଉଥାନ) — ଉପରଶ୍ରେଣୀକୁ ଉନ୍ନତି — Promotion.(ଯଥା କ୍ଲାସ ଉଠିବା)
- ଦେ. ବି. (ସଂ. ଉଥାନ) — (ଯଥା କ୍ଲାସ ଉଠିବା।)
- ଦେ. ବିଣ — ଉଠିଥିବା; ଉଥିତ; ଉଦିତ; ପ୍ରକାଶିତ — Risen.(ଯଥା —ଉଠା ମେଘ)
- ଦେ. ବିଣ — (ଯଥା —ଉଠା ମେଘ।)
- ଦେ. ବିଣ — ସ୍ରୋତର ବିପରୀତ ଦିଗକୁ ଉଠୁଥିବା — Going up against the current.(ଯଥା —ଉଠା ମାଛ)
- ଦେ. ବିଣ — (ଯଥା —ଉଠା ମାଛ)
- ଦେ. ବିଣ — ଯାହା ଏକସ୍ଥାନରୁ ଅନ୍ୟସ୍ଥାନକୁ ନିଆଯାଇପାରେ — That which can be taken from one place to another.(ଯଥା —ଉଠା ଦୋକାନ)
- ଦେ. ବିଣ — (ଯଥା —ଉଠା ଦୋକାନ।)