ଉଟଜ Uṭaja

  • ସଂ. ବି. (ଉଟ=ତୃଣ; ପର୍ଣ୍ଣାଦି+ଜନ୍=ଜନ୍ମ କରିବା+ କର୍ତ୍ତୃ. ଅ) — — 1 । ପର୍ଣ୍ଣଶାଳା — 1 ପର୍ଣ୍ଣଶାଳା—1. A hut of leaves
  • ସଂ. ବି. (ଉଟ=ତୃଣ; ପର୍ଣ୍ଣାଦି+ଜନ୍=ଜନ୍ମ କରିବା+ କର୍ତ୍ତୃ. ଅ) — ତୃଣନିର୍ମିତ ଘର; କୁଟୀର; କୁଡିଆ — Cottage; thatched house