ଉଞ୍ଛ Un̄chha

  • ସଂ. ବି (ଉଞ୍ଛ ଧାତୁ=ଖୁଣ୍ଟି ନେବା+ଭାବ. ଅ) — ଶସ୍ୟାଦି ଖୁଣ୍ଟିବାରୂପ ବୃତ୍ତିବିଶେଷ — Gleaning; collection of grain from the field
  • ସଂ. ବି (ଉଞ୍ଛ ଧାତୁ=ଖୁଣ୍ଟି ନେବା+ଭାବ. ଅ) — ଧାନ କଟା ହେବା ପରେ ବିଲରେ ପଡ଼ିଥିବା ଧାନକୁ ଗୋଟାଇବା — Gathering in handfuls the corn left in the fields by the reapers