ଉଜ Uja
- ଦେ. ବି (ସଂ. ଓଜଃ) — ତେଜ; ପ୍ରଭାବ; ଉଜ୍ଜ୍ୱଳତା — Brightness; brilliance
- ଦେ. ବି (ସଂ. ଓଜଃ) — (ସ୍ତ୍ରୀ) ଉଜ୍ଜ୍ୱଳମଣିର ଡାକନାମ
- ଦେ. ବି (ସଂ. ଓଜଃ) — ନିର୍ମାଣ — Preparation; formation
- ଦେ. ବି (ସଂ. ଓଜଃ) — ସୁବର୍ଣ୍ଣ ସୀତା ଗୋଟିଏ ଉଜ କରାଇବ। ବିଶ୍ୱନାଥ, ବିଚିତ୍ରରାମାୟଣ ।
- ଦେ. ବିଣ — ଉଜ୍ଜ୍ୱଳ — Bright
- ଦେ. ବିଣ — ମୁଖ ମାଣିକ୍ୟେ ହୋଇଛି ଉଜ —ବିଶ୍ୱନାଥ, ବିଚିତ୍ରରାମାୟଣ।
- ଦେ. ବିଣ — ଶ୍ରେଷ୍ଠ; ଉତ୍କୃଷ୍ଟ — Superior; excellent
- ଦେ. ବିଣ — ସିଧା; ସଳଖ — Straight; upright
- ଦେ. ବିଣ — କୁବୁଜା କୁଜ ଉଜ କଲାକୁ, ଏ ଶୋଭା କରେ ଅଶୋଭାମାନଙ୍କୁ —ଭଞ୍ଜ, କୋଟୀବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. ବିଣ — କ୍ଷମ — Able
- ଦେ. ବିଣ — ବିଧି ପୂର୍ବରେ ଦକ୍ଷିଣ ପ୍ରତୀଚୀରେ ଉଜ —ଭଞ୍ଜ, ବୈଦେହୀଶବିଳାସ।
- ଦେ. ବିଣ — ଉନ୍ନତ; ଟେକ — Raised