ଉଜ୍ଝଟ Ujjhaṭa

  • ଦେ. ବିଣ. ପୁଂ — ଅବୁଝା — Unreasonable
  • ଦେ. ବିଣ. ପୁଂ — ଏକଜିଦିଆ; ଜିଦିଖୋର୍ — Obstinate; stubborn
  • ଦେ. ବିଣ. ପୁଂ — ମନୁଆ — Self-willed
  • ଦେ. ବିଣ. ପୁଂ — ଦୁଷ୍ଟ; ଦୃପ୍ତ — Wicked; wanton
  • ଦେ. ବିଣ. ପୁଂ — ଅସ୍ଥିର — Restless