ଉଜୁଡ଼ିବା Ujuṟḍ̠ibā
- ଦେ. କ୍ରି — ନଷ୍ଟ ହେବା — To be damaged or destroyed; to be lost
- ଦେ. କ୍ରି — ଅପବ୍ୟୟିତ ହେବା — To be wasted or squandered
- ଦେ. କ୍ରି — (ବଳଦଙ୍କ ସମ୍ବନ୍ଧେ ପ୍ରଯୁଜ୍ୟ) (ଦାମୁଡ଼ି ବଳଦର) ରୋଗଆଦି ଯୋଗୁଁ ଶୀର୍ଣ୍ଣ ବା ଅକର୍ମଣ୍ୟ ହେବା — (an ox) To become unfit for work owing to disease