ଉଜି Uji

  • ପ୍ରାଦେ. (ଗଞ୍ଜାମ) ବି — ପଶା ବା ତାସ ପ୍ରଭୃତି ଖେଳରେ ଏକ ପକ୍ଷରେ ଖେଳୁଥିବା ଦୁଇ ଜଣ ସଙ୍ଗୀ ଖେଳାଳିଙ୍କ ମଧ୍ୟରୁ ଜଣେ — One of the pair of players of playing in a game of cards
  • ପ୍ରାଦେ. (ଗଞ୍ଜାମ) ବି — ଉଜ୍ଜଳମଣୀ ନାମ୍ନୀ ସ୍ତ୍ରୀର ଡାକ ନାମ