ଉଛ Uchha
- ଦେ. ବି (ସଂ. ଉତ୍ସ) — ପ୍ରସ୍ରବଣ; ଝରଣା — A spring
- ଦେ. ବି (ସଂ. ଉତ୍ସ) — (ସଂ. ଉତ୍ସବ) ଉତ୍ସବ; ଆମୋଦ; ଆହ୍ଲାଦ — Festivity
- ଦେ. ବି (ସଂ. ଉତ୍ସ) — ବିବାହର ତୃତୀୟ ଦିନ — The third day of a marriage-ceremoney
- ଦେ. ବି (ସଂ. ଉତ୍ସ) — ବ୍ରତର ଦ୍ୱିତୀୟ ଦିନ — The second day of a 'Brata' ceremoney
- ଦେ. ବି (ସଂ. ଉତ୍ସ) — [ଦ୍ର —ଉଚ୍ଛ ଦିନ ରାତ୍ରିରେ ସଧବା ସ୍ତ୍ରୀମାନେ ବର କନ୍ୟାଙ୍କୁ ବା ବ୍ରତ ହୋଇଥିବା ବାଳକକୁ ସାତଦୀପରେ ବନ୍ଦାନ୍ତି। ଥଟ୍ଟା କରିବା ଲୋକେ ଓ ଭଣ୍ଡାରୁଣୀ ଗୋଟିଏ ବାଉଁଶିଆରେ ଖପରା ଗୁଡ଼ିଏ ପୂରାଇ ତାହା ମାଛ ବୋଲି କଳ୍ପନା କରି ବିବାହଉତ୍ସବରେ ଯୋଗ ଦେବା ପାଇଁ ଆସିଥିବା ବନ୍ଧୁବାନ୍ଧବ ଏବଂ ବର ନିକଟରେ ତାହାକୁ ବିକ୍ରୟ କରିବାର ଛଳ କରି ପଇସା ଆଦାୟ କରନ୍ତି।]