ଉଛିବା Uchhibā

  • ଦେ. କ୍ରି. (ସଂ. ଉଞ୍ଛନ୍) — (ଲୁଗାକୁ) ଯତ୍ନପୂର୍ବକ ଝାଡ଼ିବା ବା ସଜ କରିବା; ଉଞ୍ଚିବା — 2. To prepare a cloth or make it fit for wear
  • ଦେ. କ୍ରି. (ସଂ. ଉଞ୍ଛନ୍) — ସଜାଡ଼ିବା; ବିନ୍ୟାସ କରିବା — To adorn; to arrange
  • ଦେ. କ୍ରି. (ସଂ. ଉଞ୍ଛନ୍) — ଉଛି ସୁମନ ଗନ୍ଧେ କାହା କବରୀ ସାଜି ବିଭ୍ରମ ଗଉରେ —ଭଞ୍ଜ, ପ୍ରେମସୁଧାନିଧି।
  • ଦେ. କ୍ରି. (ସଂ. ଉଞ୍ଛନ୍) — ଯୁକ୍ତ କରିବା — To add to
  • ଦେ. କ୍ରି. (ସଂ. ଉଞ୍ଛନ୍) — ବୃକ୍ଷାଦିର ଅତିରିକ୍ତ ଡାଳ ବା ବଢ଼ିଯାଇଥିବା ଲତା ଗୁଳ୍ମାଦିକୁ କାଟିକୁଟି ପରିଷ୍କାର କରିବା