ଉଚ୍ଚ Uchcha
- ସଂ. ବିଣ. (ଉତ୍=ଊର୍ଦ୍ଧ୍ୱ+ଚି ଧାତୁ=ତୋଳିବା+କର୍ମ. ଅ) — — 1 । ଉନ୍ନତ; ବଡ଼ — 1 ଉନ୍ନତ; ବଡ଼
- ସଂ. ବିଣ. (ଉତ୍=ଊର୍ଦ୍ଧ୍ୱ+ଚି ଧାତୁ=ତୋଳିବା+କର୍ମ. ଅ) — ଡେଙ୍ଗା — Tall
- ସଂ. ବିଣ. (ଉତ୍=ଊର୍ଦ୍ଧ୍ୱ+ଚି ଧାତୁ=ତୋଳିବା+କର୍ମ. ଅ) — ଉଦାର — Magnanimous; liberal minded
- ସଂ. ବିଣ. (ଉତ୍=ଊର୍ଦ୍ଧ୍ୱ+ଚି ଧାତୁ=ତୋଳିବା+କର୍ମ. ଅ) — ଉଚ୍ଚୈଃସ୍ୱରଯୁକ୍ତ — Loud; high-sounding (M.W.)
- ସଂ. ବିଣ. (ଉତ୍=ଊର୍ଦ୍ଧ୍ୱ+ଚି ଧାତୁ=ତୋଳିବା+କର୍ମ. ଅ) — ଉତ୍କୃଷ୍ଟ — Excellent
- ଦେ. ବି. — ଉଚ୍ଚସ୍ଥାନ—High place; loftty place.
- ଦେ. ବିଣ. — ଶ୍ରେଷ୍ଠ; ପ୍ରଧାନ — Excellent
- ଦେ. ବିଣ. — ଏହା ପାଇଁ ହେଲେ ସେ ବୀରଙ୍କରେ ଉଚ୍ଚ —କୃଷ୍ଣସିଂହ ମହାଭାରତ, ବନ।