ଉଚବାଚ Uchabācha

  • ଗ୍ରା. ବି. (ଉଚ୍ଚ+ବାଚ୍ୟ) — ଅନ୍ୟୋଽନ୍ୟରେ ବଡ଼ ପାଟି କରି ଉତ୍ତର ପ୍ରତ୍ୟୁତ୍ତର ଓ ଗୋଳମାଳ କରିବା — A great noise
  • ଗ୍ରା. ବି. (ଉଚ୍ଚ+ବାଚ୍ୟ) — ଅନୋଽନ୍ୟରେ କଳହ ବା ବୋଲାବୋଲି — Quarrel with one another
  • ଗ୍ରା. ବି. (ଉଚ୍ଚ+ବାଚ୍ୟ) — ଅବାଧ୍ୟ କଥାଭାଷା — Impertinent speech