ଉଙ୍କାର Uṇkāra

  • ଗ୍ରା. ପଦ୍ୟ. ବି (ସଂ. ଓଁକାର) — ଓଁକାର
  • ଗ୍ରା. ପଦ୍ୟ. ବି (ସଂ. ଓଁକାର) — ପିନାକୀ ଅମୃତୀରବା ଡମ୍ଫ ଯେ ଦୋସରି, ଝଙ୍କାର ଉଙ୍କାର ନାଦେ ବ୍ରହ୍ମାଣ୍ଡହିଁ ପୂରି। —ପ୍ରାଚୀ, ରହସ୍ୟମଞ୍ଜରୀ।
  • ସଂ. ବି — ହରିବଂଶୋକ୍ତ ବିଷ୍ଣୁଙ୍କର ଜନୈକ ସଙ୍ଗୀ