ଉଘା Ughā

  • ଦେ. ବି. (ସଂ. ଉଗ୍ର) — ଉହା — File; rasp
  • ଦେ. ବି. (ସଂ. ଉଗ୍ର) — (ସଂ. ଉଦ୍ଘାଟନ) ଅନ୍ୟର ଦୋଷ ଦେଖାଇ ଛଳ କଥା କହିବା; ଉଘାଣ — Taunting;
  • ଦେ. ବିଣ. ପୁଂ — ଯେ ଉଘାଏ — Bantering