ଉଗୁଳି Uguḻi

  • ଦେ. ବିଣ — ଉତ୍କୃଷ୍ଟ — Excellent
  • ଦେ. ବିଣ — ଅଧିକ — More than
  • ଦେ. ବିଣ — ମୋହର ସତ୍ୟ ମୁହିଁ ନ ବୁଝିବି ଉଗୁଳି ଶରୀରୁ ମାଂସ କାଟି ଦିଅ ମୋତେ ତୁଳି —ବଳରାମ, ରାମାୟଣ।