ଉଗୁରା Ugurā

  • ଦେ. ବିଣ (ସଂ. ଉଦ୍ଗ୍ରହ) — ପୁର୍ବୋପଭୁକ୍ତ — Already used
  • ଦେ. ବିଣ (ସଂ. ଉଦ୍ଗ୍ରହ) — ପ୍ରଥମେ ବ୍ୟବହୃତ ହୋଇଥିବା (ମାଲ୍ୟାଦି); ଉଚ୍ଛିଷ୍ଟ
  • ଦେ. ବିଣ (ସଂ. ଉଦ୍ଗ୍ରହ) — ପାତ୍ରରୁ ବ୍ୟବହୃତ ହୋଇ (ବଟା ହଳଦି ବା ଚନ୍ଦନରୁ) ବଳକା ରହି ଯାଇଥିବା — (turmeric paste) Left in the pot after use