ଉକ୍ଥ Uktha
- ସଂ. ବି. (ବଚ ଧାତୁ=କହିବା+କର୍ମ. ଥ) — ସାମବେଦ — The 'Sama' or the second of the four Bedas
- ସଂ. ବି. (ବଚ ଧାତୁ=କହିବା+କର୍ମ. ଥ) — ସାମବେଦର ଅଂଶବିଶେଷ — A particular portion of the Sama vedic hymns
- ସଂ. ବି. (ବଚ ଧାତୁ=କହିବା+କର୍ମ. ଥ) — ଯଜ୍ଞ ବିଶେଷ — A particular sacrifice