ଉକ୍ତ Ukṭa
- ସଂ. ବିଣ (ବଚ ଧାତୁ=କହିବା+କର୍ମ. ତ) — କଥିତ; ଭାଷିତ — Spoken; said; uttered
- ସଂ. ବିଣ (ବଚ ଧାତୁ=କହିବା+କର୍ମ. ତ) — ପୂର୍ବୋକ୍ତ; ପୂର୍ବ କଥିତ — First mentioned; aforesaid
- ସଂ. ବିଣ (ବଚ ଧାତୁ=କହିବା+କର୍ମ. ତ) — ନିର୍ଦ୍ଦିଷ୍ଟ; ଲିଖିତ — Mentioned
- ସଂ. ବିଣ (ବଚ ଧାତୁ=କହିବା+କର୍ମ. ତ) — ବି. (+ଭାବ. ତ)—
- ସଂ. ବିଣ (ବଚ ଧାତୁ=କହିବା+କର୍ମ. ତ) — କଥନ — Speaking