ଉକିଆ Ukiā

  • ପ୍ରାଦେ. (ସମ୍ବଲପୁର) ବି — ଅଂଶୁ; କିରଣ — Rays
  • ପ୍ରାଦେ. (ସମ୍ବଲପୁର) ବି — ସୂର୍ଯ୍ୟକିରଣ; ଖରା — Sun's rays
  • ପ୍ରାଦେ. (ସମ୍ବଲପୁର) ବି — (ଗଡ଼ଜାତ) ପାଳବରିଆ; ନିଆଁ ଅଟା; ନିଆଁ ବରିଆ — Faggot made of straw