ଉଆରିଜା Uārijā
- ବୈଦେ. ବି. (ଫା. ୱାରିଜା) — ବ୍ୟାବହାରିକ ବିଷୟମାନଙ୍କର ଶ୍ରେଣୀବିଭାଗ ଅନୁସାରେ ଲିଖନ — Classification; writing daily accounts under different heads
- ବୈଦେ. ବି. (ଫା. ୱାରିଜା) — ଯେଉଁ ପୁସ୍ତକରେ ବ୍ୟାବହାରିକ ବିଷୟ (ଆୟ, ବ୍ୟୟ) ମାନ ଭିନ୍ନ ଭିନ୍ନ ଶ୍ରେଣୀବିଭାଗ ଅନୁସାରେ ଲେଖାଯାଏ — A classified list; a list showing the items of income and expenditure under different heads