ଉଆଜ୍ Uāj
- ବୈଦେ. ବି. (ଆ. ଆୱାଜ୍) — ଶବ୍ଦ; ଧ୍ୱନି — Sound
- ବୈଦେ. ବି. (ଆ. ଆୱାଜ୍) — ଚତୁର୍ଦ୍ଦିଗରେ ମୁହୁର୍ମୂହୁ ବନ୍ଧୁକ ଉଆଜ୍ ହେଲା। —ଫକୀରମୋହନ, ଗଳ୍ପସ୍ୱଳ୍ପ।
- ବୈଦେ. ବି. (ଆ. ଆୱାଜ୍) — ପ୍ରଖ୍ୟାତି — Celebrity
- ବୈଦେ. ବି. (ଆ. ଆୱାଜ୍) — ବନ୍ଧୁକ ଫୁଟିବାର ଶବ୍ଦ — 2. Report of gun-fire
- ଦେ. ବିଣ. — ପ୍ରଘଟ — - Published