ଈଡ଼ିତ Īṟḍita

  • ସଂ. ବିଣ. (ଈଡ଼ ଧାତୁ=ପୂଜା କରିବା+କର୍ମ. ତ) — ସ୍ତୁତ; ପ୍ରଶଂସିତ — — Praised; extolled
  • ସଂ. ବି (+ଭାବ. ତ) — ସ୍ତୁତି; ପ୍ରଶଂସା — Praise; prayer