ଈଷିକା Īshikā

  • ସଂ. ବି. ସ୍ତ୍ରୀ (ଈଷ ଧାତୁ=ଆଘାତ କରିବା; ଯିବା+ଇକ+ସ୍ତ୍ରୀ. ଆ) — ଚିତ୍ରତୁଳିକା; ତୁଳି — Painter's brush
  • ସଂ. ବି. ସ୍ତ୍ରୀ (ଈଷ ଧାତୁ=ଆଘାତ କରିବା; ଯିବା+ଇକ+ସ୍ତ୍ରୀ. ଆ) — ହସ୍ତୀର ନେତ୍ରଗୋଳକ — Elephant's eye-ball
  • ସଂ. ବି. ସ୍ତ୍ରୀ (ଈଷ ଧାତୁ=ଆଘାତ କରିବା; ଯିବା+ଇକ+ସ୍ତ୍ରୀ. ଆ) — କାଶ ତୃଣ; କାଇଁଶଘାସ — A kind of wicker grass
  • ସଂ. ବି. ସ୍ତ୍ରୀ (ଈଷ ଧାତୁ=ଆଘାତ କରିବା; ଯିବା+ଇକ+ସ୍ତ୍ରୀ. ଆ) — ଅସ୍ତ୍ରବିଶେଷ; ଛୁରିକା — Dagger; a knife