ଈଷତ Īshata

  • ଦେ. ଅ (ସଂ. ଈଷତ୍) — ଈଷତ୍ (ଦେଖ)
  • ଦେ. ଅ (ସଂ. ଈଷତ୍) — ବ୍ରହ୍ମା ବଦନ ହରି ଚାହିଁ, ଈଷତ ହାସ୍ୟେ ବାକ୍ୟ କହି । —ଜଗନ୍ନାଥ, ଭାଗବତ।