ଈଷତ୍ Īshat

  • ସଂ. ଅ. — ସାମାନ୍ୟ; ଅଳ୍ପପରିମାଣରେ (ଯଥା—ଈଷନ୍ନୀଳ; ଈଷଦ୍ରକ୍ତ)
  • ସଂ. ଅ. — [ ଦ୍ର—ସାଧାରଣତଃ ଶବ୍ଦର ପୂର୍ବରେ ବ୍ୟବହୃତ ହେଲେ ଉପରୋକ୍ତ ଅର୍ଥ ବୁଝାଏ।]