ଈଶ୍ୱର Īṡwara

  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ପରମେଶ୍ୱର — The supreme Lord; God
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ପରଂବ୍ରହ୍ମ — The Essential or Universal Brahma
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ଶିବ; ମହାଦେବ — Ṡiba
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — କନ୍ଦର୍ପ — Cupid
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ପ୍ରଭବାଦି ମଧ୍ୟରେ ଏକାଦଶ ବତ୍ସର — The 11th of the scriptural years
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ଅଧୀଶ୍ୱର — Supreme lord
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ସ୍ୱାମୀ; ପ୍ରଭୁ — Lord; master
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ରାଜା — King; ruler
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ବିଷ୍ଣୁ — Bishṇu
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ବଡ଼ଲୋକ — Great man
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ଈଶ୍ୱର ଆଦିଙ୍କର ମତ, ଅଳପ ଜନେ ବିପରୀତ। —ଜଗନ୍ନାଥ, ଭାଗବତ।
  • ସଂ. ବି. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ବର) — ଧନୀ ବ୍ୟକ୍ତି — Rich man