ଈଶ୍ୱରୀ Īṡwarī

  • ସଂ. ବି. ସ୍ତ୍ରୀ (ଈଶ୍ୱର=ମହାଦେବ+ସ୍ତ୍ରୀ. ଈ) — ପାର୍ବତୀ; ଦୁର୍ଗା — Durgā the consort of Ṡiba
  • ସଂ. ବି. ସ୍ତ୍ରୀ (ଈଶ୍ୱର=ମହାଦେବ+ସ୍ତ୍ରୀ. ଈ) — ଲକ୍ଷ୍ମୀ — Lakshmī, the Goddess of fortune
  • ସଂ. ବି. ସ୍ତ୍ରୀ (ଈଶ୍ୱର=ମହାଦେବ+ସ୍ତ୍ରୀ. ଈ) — ସରସ୍ୱତୀ — Saraswatī, the Goddess of learning
  • ସଂ. ବି. ସ୍ତ୍ରୀ (ଈଶ୍ୱର=ମହାଦେବ+ସ୍ତ୍ରୀ. ଈ) — ରାଣୀ; ସାମ୍ରାଜ୍ଞୀ — Queen; empress