ଈଶା Īṡā
- ସଂ. ବି. ସ୍ତ୍ରୀ. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଆ) — ଲାଙ୍ଗଳଦଣ୍ଡ — Beam of a plough
- ସଂ. ବି. ସ୍ତ୍ରୀ. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଆ) — ଲାଙ୍ଗଳ ଖନିତ ଲମ୍ବାକୃତି ଭୂଭାଗ; ଲଙ୍ଗଳଶିଆର — Furrow
- ସଂ. ବି. ସ୍ତ୍ରୀ. (ଈଶ୍ ଧାତୁ=ଆଧିପତ୍ୟ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଆ) — ଈଶ୍ୱରୀ; ଦୁର୍ଗା — Goddess Durgā