ଈଳା Īḻā

  • ସଂ. ବି. ସ୍ତ୍ରୀ (ଈଡ୍ ଧାତୁ=ସ୍ତବ କରିବା+କର୍ମ. ଅ+ସ୍ତ୍ରୀ.) ଆ; ଳ ଆଗମ) — ବାଣୀ; ସରସ୍ୱତୀ — Saraswatī; Goddess of learning
  • ସଂ. ବି. ସ୍ତ୍ରୀ (ଈଡ୍ ଧାତୁ=ସ୍ତବ କରିବା+କର୍ମ. ଅ+ସ୍ତ୍ରୀ.) ଆ; ଳ ଆଗମ) — ପୃଥିବୀ — The earth
  • ସଂ. ବି. ସ୍ତ୍ରୀ (ଈଡ୍ ଧାତୁ=ସ୍ତବ କରିବା+କର୍ମ. ଅ+ସ୍ତ୍ରୀ.) ଆ; ଳ ଆଗମ) — ଧେନୁ — Cow
  • ସଂ. ବି. ସ୍ତ୍ରୀ (ଈଡ୍ ଧାତୁ=ସ୍ତବ କରିବା+କର୍ମ. ଅ+ସ୍ତ୍ରୀ.) ଆ; ଳ ଆଗମ) — (+ଭାବ. ଅ+ସ୍ତ୍ରୀ. ଆ) ସ୍ତୁତି; ସ୍ତବ; ପ୍ରଶଂସା — Praise; thanksgiving