ଈରିଷା Īrishā

  • ଗ୍ରା. ପଦ୍ୟ. ବି (ସଂ. ଈର୍ଷା) — ଈର୍ଷା (ଦେଖ)
  • ଗ୍ରା. ପଦ୍ୟ. ବି (ସଂ. ଈର୍ଷା) — ବଇରୀ ଦେହେ ଈରିଷା ବହି ନ ମାନିବେ ଯେ। —ଭଞ୍ଜ, ବୈଦେହୀଶବିଳାସ।