ଈଡ୍ୟ Īḍya

  • ସଂ. ବିଣ. (ଈଡ଼ ଧାତୁ=ସ୍ତବ କରିବା+କର୍ମ. ଯ) — ସ୍ତବ୍ୟ; ସ୍ତୁତ୍ୟ; ସ୍ତବର ଯୋଗ୍ୟ; ସ୍ତବନୀୟ; ପୂଜ୍ୟ